ଖୁଆଇବା ପିଆଇବା Khuāibā piābiā

  • ଦେ. କ୍ରି (ସହଚର; ସଂ. ଖାଦ ଧାତୁ ଣିଚ୍+ପା ଧାତୁ ଣିଚ୍) — ଅସମର୍ଥ ବ୍ଯକ୍ତିର ମୁହଁକୁ ଖାଦ୍ୟ ଓ ପାନୀୟ ବସ୍ତୁ ଦେବା — To put food and drink into the mouth of a person who is unable to eat and drink with his own hands
  • ଦେ. କ୍ରି (ସହଚର; ସଂ. ଖାଦ ଧାତୁ ଣିଚ୍+ପା ଧାତୁ ଣିଚ୍) — ଅନ୍ଯ ବ୍ଯକ୍ତିକୁ ଖାଦ୍ୟ ଓ ପାନୀୟ ଯୋଗାଇବା — To supply food and drink to another
  • ଦେ. କ୍ରି (ସହଚର; ସଂ. ଖାଦ ଧାତୁ ଣିଚ୍+ପା ଧାତୁ ଣିଚ୍) — ପୋଷିବା — To maintain a person
  • ଦେ. କ୍ରି (ସହଚର; ସଂ. ଖାଦ ଧାତୁ ଣିଚ୍+ପା ଧାତୁ ଣିଚ୍) — ଖୁଆଇ ପିଆଇ ନ ହେଲି କିଛି ମାଆ ବୋଲାଉଛି ଗୁହାଳ ପୋଛି—ଢଗ।