ଖୁଆଇ ଦେବା Khuāi debā

  • ଦେ. କ୍ରି. — ନିଜ ହାତରେ ଖାଇବାକୁ ଅପାରଗ କୌଣସି ବ୍ଯକ୍ତି (ଯଥା; ଶିଶୁ; ରୋଗୀ) ର ପାଟିରେ ଖାଦ୍ୟ ଦେବାଦ୍ୱାରା ତାକୁ ଖୁଆଇବା — To feed another by putting food into his mouth