ଖୁଆ ଖସାଇବା Khuā khasāibā

  • ଦେ. କ୍ରି — ପ୍ରହାର ଦ୍ୱାରା ବାହୁମୂଳର ଗଣ୍ଠି ବା କବ୍ଜାକୁ ହୁଗୁଳା କରାଇବା — To make the arm disjointed by excessive beating
  • ଦେ. କ୍ରି — ଦରଜ ଦୂର କରିବା ଉଦ୍ଦେଶ୍ୟରେ ବାହୁମୂଳରେ ତେଲ ଲଗାଇ ହାତପାପୁଲି ବା ଲେଡ଼ିଦ୍ୱାରା ତାହାକୁ ଘଷିବା — To tightly press the palm over the arm by annointing oil over it