ଖିସାଇବା Khisāibā

  • ପ୍ରାଦେ. (ସମ୍ବଲପୁର) କ୍ରି. (ସଂ. କ୍ରୁଶ ଧାତୁ= ବିଳାପ କରିବା) — ମନ ମାରିବା; ବିମର୍ଷ ହେବା — To look sorrowful
  • ପ୍ରାଦେ. (ସମ୍ବଲପୁର) କ୍ରି. (ସଂ. କ୍ରୁଶ ଧାତୁ= ବିଳାପ କରିବା) — (ଜାଶପୁର) ରାଗିବା — To be angry