ଖିଲ Khila

  • ଦେ. ବି. (ସଂ. କୀଳ) — କୀଳା; ମେଖ — A peg; a thick pin
  • ଦେ. ବି. (ସଂ. କୀଳ) — ହୁଡ଼ୁକା; ଅର୍ଗଳ; କବାଟର କିଳିଣୀ — A pin or bolt of a door
  • ଦେ. ବି. (ସଂ. କୀଳ) — (ସଂ. କୁହଲି) ପାନ ବିଡ଼ିଆ; ଭଙ୍ଗାପାନ; ପାନରେ ଚୂନ ଲଗାଇ ଖଇର, ମସଲା, ଭଙ୍ଗାଗୁଆ, ଗୁଣ୍ଡିଆଦି ଦେଇ ମୋଡ଼ା ଯିବା କାହାଳୀ — A betel furnished and folded with pieces of nut, spices catechu and smeared with quicklime
  • ପ୍ରାଦେ. (କଳାହାଣ୍ଡି) ବି — ଶଗଡ଼ର ବାକୁଲି — Pegs fixed on both ends of the yoke of a cart
  • ପ୍ରାଦେ, (ପୁରୀ) ବି. — ଚାଷଜମିରେ ଉଠିଥିବା ଗଇଶ ପ୍ରଭୃତି ଅନାବନା ଗଛ — Weeds growing on cultivated land