ଖିଲକାତି Khilakāti

  • ଦେ. ବି — ଯେଉଁ ଛୁରିର ପତ୍ର ଓ ବେଣ୍ଟ ମଧ୍ୟରେ ଖିଲ ଦିଆଯାଇଥିବାରୁ ତାହା ବନ୍ଦ କରାଯାଇ ପାରେ — A small folding knife; clasp-knife
  • ଦେ. ବି — ଗୁଆକାତି — Nut-cracker