ଖିର୍ନି Khirni

  • ପ୍ରାଦେ (ସମ୍ବଲପୁର) ବି (ସଂ. କ୍ଷୀରିଣୀ) — ବନ୍ୟ ବୁଦାବିଶେଷ — A wild herbarious plant
  • ପ୍ରାଦେ (ସମ୍ବଲପୁର) ବି (ସଂ. କ୍ଷୀରିଣୀ) — [ଦ୍ର—ଏହା ନୀଳ ଗଛ ପରି ଦେଖାଯାଏ। ଏହାର ଫଳ କଳା— କଳା ଓ କୋଳଥ ପରି କିନ୍ତୁ କୋଳଥଠାରୁ ସାନ; ଏଥିର ମଞ୍ଜିର ଶସକୁ ଚୂନା କରି ଆଖିବଥ ବା ଆଲୁଅରେ ଦେଲେ ଆରାମ ବୋଧହୁଏ।]
  • ପ୍ରାଦେ (ସମ୍ବଲପୁର) ବି (ସଂ. କ୍ଷୀରିଣୀ) — କ୍ଷୀରକୋଳି ଗଛ (ଦେଖ) (ତୁଳ. ହି. ଖିରାନୀ) — Kshirakoḻi tree (See)