ଖିରାଜ୍ Khirāj

  • ବୈଦେ. ବି. (ଆ) — ଭୂମିରାଜସ୍ୱ; ମାଲଗୁଜାରି — Land-revenue
  • ବୈଦେ. ବି. (ଆ) — [ଦ୍ର—ଏହି ଶବ୍ଦରୁ ଲାଖିରାଜ୍ (ନିଷ୍କର) ଶବ୍ଦ ନିଷ୍ପନ୍ନ ହୋଇଅଛି।]