ଖିରସ୍ତାନ୍ Khirastān

  • ଦେ. ବି. ପୁଂ (ଇଂ. ଖ୍ରିଷ୍ଟିଆନ୍) — ଖ୍ରୀଷ୍ଟଧର୍ମାବଲମ୍ବୀ — Christian
  • ଦେ. ବି. ପୁଂ (ଇଂ. ଖ୍ରିଷ୍ଟିଆନ୍) — (ବ୍ୟଙ୍ଗ) ହିନ୍ଦୁ ହୋଇ ହିନ୍ଦୁଧର୍ମର ଶାସ୍ତ୍ରବିହିତ ବର୍ଣ୍ଣାଚାର ପ୍ରତି ଅନାସ୍ଥାକାରୀ ବ୍ଯକ୍ତି — (ironical) A hetorodox Hindu; a Hindu who does not observe the rigid rules of caste-system