ଖିଦ୍ମତ୍କାର୍ Khidmatkār

  • ବୈଦେ. ବି. (ଫା. ଖିଦ୍ମତ୍ଗାର) — ଭୃତ୍ୟ; ସେବକ — Servant
  • ବୈଦେ. ବି. (ଫା. ଖିଦ୍ମତ୍ଗାର) — ସର୍ଦ୍ଦାର ବେହେରା; ପ୍ରଧାନ ଚାକର — Butler; table servant
  • ବୈଦେ. ବି. (ଫା. ଖିଦ୍ମତ୍ଗାର) — [ଦ୍ର—ଏ ଫାରସୀ ଶବ୍ଦ ଇଂରାଜି ଭାଷାରେ ଚଳିଲାଣି।]
  • ବୈଦେ. ବି. (ଫା. ଖିଦ୍ମତ୍ଗାର) — ଅର୍ଦ୍ଦଳ; ଟହଲିଆ — An orderly
  • ବୈଦେ. ବି. (ଫା. ଖିଦ୍ମତ୍ଗାର) — ଯେଉଁ ଚାକର ଘରର ସାମାନ୍ୟ ବା ନୀଚ କର୍ମମାନ କରେ — Menial servant
  • ବୈଦେ. ବି. (ଫା. ଖିଦ୍ମତ୍ଗାର) — ଖାମିଦଙ୍କ ଦେହସେବାକାରୀ ଚାକର — Personal servaṅt