ଖିଦ୍ମତ୍କାରି Khidmatkāri

  • ବୈଦେ. ବି.—(ଫା. ଖିଦ୍ମତ୍ଗାରୀ) — ଚାକରପଣ — The state of being a servant
  • ବୈଦେ. ବି.—(ଫା. ଖିଦ୍ମତ୍ଗାରୀ) — ଖିଦ୍ମତ୍କାରର ଚାକିରି — The service or post of a khidmatkār