ଖିଦ୍ମତି Khidmati
- ବୈଦେ. ବିଣ. (ଫା. ଖିଦ୍ମତୀ) — ଚୀକିରିସମ୍ବନ୍ଧୀୟ — Relating to service
- ବୈଦେ. ବିଣ. (ଫା. ଖିଦ୍ମତୀ) — (ଯଥା ଖିଦ୍ମତି ଜାଗିରି; ଖିଦ୍ମତି ମାଫୀ)
- ବୈଦେ. ବି — (ଫା. ଖିଦ୍ମତୀ)— ଖିଦ୍ମତ (ଦେଖ) — Khidmat (See)
- ବୈଦେ. ବି — (ଫା. ଖିଦ୍ମତ୍ଗାରୀ)—ଖିଦ୍ମତ୍କାରି (ଦେଖ) — Khidmatkāri (See)