ଖିଦିଭ୍ Khidibh

  • ବୈଦେ. ବି. (ଫା. ଖେଦିଭ୍) — ପୂର୍ବେ ତୁରଷ୍କର ସୁଲ୍ତାନଙ୍କ ଅଧୀନସ୍ଥ ମିତ୍ରରାଜା ଓ ବର୍ତ୍ତମାନ ସ୍ୱାଧୀନ ପ୍ରଜାମାନଙ୍କ ପ୍ରତିନିଧିରୂପେ ମିଶର୍ଦେଶକୁ ଶାସନ କରୁଥିବା ମୁସଲମାନ୍ ଶାସକଙ୍କ ଉପାଧି — The title of the Ruler of Egypt which was formerly a feudatory state under the Sultan of Turkey and is now a republic presided over by the president