ଖିଡ୍ୟମାନ Khidyamāna

  • ସଂ. ବିଣ. ଫୁ (ଖିଦ ଧାତୁ=ଦୁଃଖିତ ହେବା+କର୍ତ୍ତୃ. ଆନ) — ଯେ ଦୁଃଖ ପାଉଅଛି — Suffering; destressed
  • ସଂ. ବିଣ. ଫୁ (ଖିଦ ଧାତୁ=ଦୁଃଖିତ ହେବା+କର୍ତ୍ତୃ. ଆନ) — ଯେ ଖେଦ କରୁଅଛି; ଯେ ଶୋକ କରୁଅଛି; ଶୋକକାରୀ — Lamenting; wailing; being grived