ଖିଚିଙ୍ଗ୍ Khichiṅg

  • ଦେ. ବି (ସଂ. କୀଚକଗଡ଼) — ମୟୂରଭଞ୍ଜ ରାଜ୍ୟର ପଶ୍ଚିମ ସୀମାରେ ଖଇରବନ୍ଦନ ଓ କଣ୍ଟାକରା ନଦୀର ସଙ୍ଗମ ନିକଟରେ ଅବସ୍ଥିତ ଗୋଟିଏ ବଡ଼ ପଲ୍ଲି — A large village situated near the confluence of the rivers Khairabandana and Kaṇṭakarā in the west of the Mayurbhanj Feudatory State of Orissa
  • ଦେ. ବି (ସଂ. କୀଚକଗଡ଼) — [ଦ୍ର—ଏଠାରେ ଦୁଇଟି ଗଡ଼ର ଓ ଅନେକ ମନ୍ଦିରର ଭଗ୍ନା— ବଶେଷ ରହିଅଛି। ଜନଶ୍ରୁତି ଅଛି ଯେ, ଏଠାରେ ବିରାଟ ରାଜାଙ୍କର ଗଡ଼ ଥିଲା। ଏ ଗ୍ରାମରେ ପ୍ରତିଷ୍ଠିତ ଦେବତା ଖିଜିଙ୍ଗେଶ୍ୱରୀ (କୀଚକେଶ୍ୱରୀ) ମୟୁରଭଞ୍ଜ ରାଜବଂଶର ଇଷ୍ଟଦେବତା ଅଟନ୍ତି। ମୟୂରଭଞ୍ଜର ମହାରାଜାମାନେ ଏ ଭଗ୍ନାବଶେଷମାନ ବାହାରକରି ଅନେକଗୁଡ଼ିଏ ଜୀର୍ଣ୍ଣସଂସ୍କାର କରାଇ ଅଛନ୍ତି ଓ ଅନେକ ପ୍ରତ୍ନତତ୍ତ୍ୱ ବାହାର କରିଅଛନ୍ତି ।]