ଖିଙ୍କାରିବା Khiṅkāribā

  • ଦେ. କ୍ରି (ଧ୍ୱନ୍ୟନୁକରଣ) — ଚଦିମର୍କଟି ହେବା; ରାଗରେ ମୁଖବିକୃତି କରି ରୁକ୍ଷ ଭାବରେ କଥା କହିବା — To utter harsh, growling words on account of rage
  • ଦେ. କ୍ରି (ଧ୍ୱନ୍ୟନୁକରଣ) — ଖେଙ୍କିବା — To snarl; to snap at