ଖିଙ୍କରା Khiṇkarā

  • ଦେ. (ଧ୍ୱନ୍ୟନୁକରଣ) ବି (ସଂ. ଖି ଧାତୁ=ଶଦ୍ଦ କରିବା) — କ୍ରୋଧରେ ମୁଖକୁ ବିକୃତ କରି କଥା କହିବା) — Chattering with rage; growling
  • ଦେ. (ଧ୍ୱନ୍ୟନୁକରଣ) ବି (ସଂ. ଖି ଧାତୁ=ଶଦ୍ଦ କରିବା) — ଖେଙ୍କିବା — Snarling; snapping