ଖିଖିଖା Khikhikaā

  • ପ୍ରାଦେ. (ସମ୍ବଲପୁର) ବିଣ (ସଂ. ରୁକ୍ଷ; କୁତ୍ସିତ) — କୁତ୍ସିତା; ଅସୁନ୍ଦରୀ — Ugly
  • ପ୍ରାଦେ. (ସମ୍ବଲପୁର) ବିଣ (ସଂ. ରୁକ୍ଷ; କୁତ୍ସିତ) — (ଯଥା—ସେ ଟୁକେଲ୍ଟା ଶିଖିଖା ଦୁଶୁଛେ।)