ଖିକାଇବା Khikāibā

  • ପ୍ରାଦେ. (ସମ୍ବଲପୁର) କ୍ରି (ଧ୍ୱନ୍ୟନୁକରଣ) — ଖିଙ୍କାରିବା — To snarl
  • ପ୍ରାଦେ. (ସମ୍ବଲପୁର) କ୍ରି (ଧ୍ୱନ୍ୟନୁକରଣ) — ଘୃଣା ପ୍ରକାଶ କରିବା — To give vent to disgust or hate