ଖିଅରବାଆର Khiarabāāra

  • ଦେ. ବି. (ନିରର୍ଥକ ଦ୍ୱିତୀୟ ସହଚର) — କ୍ଷୌରକର୍ମାଦି; ମସ୍ତକମୁଣ୍ଡନ ଓ ନଖକର୍ତ୍ତନାଦି — Acts of shaving; shaving and clipping of nails
  • ଦେ. ବି. (ନିରର୍ଥକ ଦ୍ୱିତୀୟ ସହଚର) — ମୃତ ବ୍ଯକ୍ତିର ଦଶାହ ଉପଲକ୍ଷରେ କ୍ଷୌରକର୍ମ — The funeral rite of shaving of a decceased person's relatives on the 10th day of death