ଖିଅର ହେବା Khiara hebā

  • ଦେ. କ୍ରି — ନିଜେ ନିଜର କେଶ ମୁଣ୍ଡନ କରିବା — To shave one's self
  • ଦେ. କ୍ରି — ଭଣ୍ଡାରିଦ୍ୱାରା ନିଜର କେଶ ମୁଣ୍ଡନ କରାଇବା — To have one's self shaven by a barber