ଖାଡ଼ି Khāṟḍ̠i
- ଦେ. ବି (ସଂ. କାଷ୍ଠ; ସଂ. ଖଡ଼=ତୃଣନାଡ଼) — କାଠି; ଡ଼ାଙ୍ଗ — Twig
- ଦେ. ବି (ସଂ. କାଷ୍ଠ; ସଂ. ଖଡ଼=ତୃଣନାଡ଼) — (ଯଥା—ଅତର ଖାଡ଼ି।)
- ଦେ. ବି (ସଂ. କାଷ୍ଠ; ସଂ. ଖଡ଼=ତୃଣନାଡ଼) — ଲମ୍ବା ଛୁଇଁ — A long legume or pod
- ଦେ. ବି (ସଂ. କାଷ୍ଠ; ସଂ. ଖଡ଼=ତୃଣନାଡ଼) — (ଯଥା—ସଜନା ଖାଡ଼ି।)
- ଦେ. ବି (ସଂ. କାଷ୍ଠ; ସଂ. ଖଡ଼=ତୃଣନାଡ଼) — ଗଛ ବା ଲଟାର ପତ୍ରବର୍ଜିତ ଡାଙ୍ଗ ବା ନାଡ଼ — A long stem of a pot-herb or plant shorn of leaves
- ଦେ. ବି (ସଂ. କାଷ୍ଠ; ସଂ. ଖଡ଼=ତୃଣନାଡ଼) — (ଯଥା—ପୋଇଖାଡ଼ି।)
- ଦେ. ବି (ସଂ. କାଷ୍ଠ; ସଂ. ଖଡ଼=ତୃଣନାଡ଼) — ଧୂଆଁ ପତ୍ରରୁ ପତ୍ରାଂଶ କାଢ଼ି ନେବା ପରେ ଯେଉଁ ଡାଙ୍ଗ ରହିଯାଏ। — Backbone or ridge of the tabacco leaf
- ଦେ. ବି (ସଂ. କାଷ୍ଠ; ସଂ. ଖଡ଼=ତୃଣନାଡ଼) — ପଲାଣ; ବଳଦଙ୍କ ପିଠିରେ ଶସ୍ୟାଦି ବୁହାଯିବା ନିମନ୍ତେ ପ୍ରସ୍ତୁତ ମୁଣି; ଥୋରି; ଥୋଡ଼ି — Gunny bag; bale; pack or carrying things on the back of beasts of burden
- ଦେ. ବି (ସଂ. କାଷ୍ଠ; ସଂ. ଖଡ଼=ତୃଣନାଡ଼) — ହଳର ଯୁଆଳିର ଦୁଇ ମୁଣ୍ଡରେ ଲାଗିଥିବା ସରୁଆ ଖିଲ — Wooden pegs attached to the ends of the yoke of a plough
- ଦେ. ବି (ସଂ. କାଷ୍ଠ; ସଂ. ଖଡ଼=ତୃଣନାଡ଼) — ମୁଣି — Wallet
- ଦେ. ବି (ସଂ. କାଷ୍ଠ; ସଂ. ଖଡ଼=ତୃଣନାଡ଼) — ଦୁଇ ପାଖରେ ଥଳି ଥିବା ଜାଉଁଳି ବା ଲମ୍ବ ମୁଣି; ଖାଡ଼ିଆ — A long wallet with two pouches at the two ends
- (ପ୍ରାଦେ) (ସମ୍ବଲପୁର) ବି — ଦିଆସିଲିକାଠି — Match-stick