ଖାଡ଼ିଯୋତ Khāṟḍ̠ij̄ota

  • ଦେ. ବି — ବଳଦଙ୍କୁ ହଳରେ ଜୋତିବା ପାଇଁ ଜୁଆଳିର ଦୁଇ ମୁଣ୍ଡରେ ଲାଗିଥିବା ଛୋଟ ଦଉଡ଼ି — Small ropes attached to the two ends of the yoke for yoking the bullocks to the plough