ଖାଡ଼ିବୁହା Khāṟḍ̠ibuhā

  • ଦେ. ବିଣ — ଯେଉଁ ବେପାରୀ ଖାଡ଼ୀଦ୍ୱାରା ବଳଦଙ୍କ ପିଠିରେ ପଣ୍ୟଦ୍ରବ୍ୟ ଏକସ୍ଥାନରୁ ଅନ୍ଯ ସ୍ଥାନକୁ ନିଏ; ଥୋରିଆ — Carrying on trade by means of pack-bullocks
  • ଦେ. ବିଣ — ଯେଉଁ ଜନ୍ତୁ ଖାଡ଼ି ବୁହେ; ଥୋରିଆ — (animal) Carrying packs on its back