ଖାଡ଼ିବଳଦ Khāṟḍ̠ibaḻada
- ଦେ. ବି — ଯେଉଁ ବଳଦମାନେ ଖାଡ଼ିଦ୍ୱାରା ପିଠିରେ ଶସ୍ୟାଦି ବୁହାନ୍ତି; ଥୋରିବଳଦ — Bullocks carrying grains etc in bags on their backs; pack-bullocks
- ଦେ. ବି — [ଦ୍ର—ପୂର୍ବେ ଏ ଦେଶରେ ଗାଡ଼ି ଯିବା ଆସିବା ପାଇଁ ସୁବିଧା ଜନକ ରାସ୍ତା ନ ଥିବାରୁ ଲୋକେ ଖାଡ଼ିବଳଦଙ୍କ ଉପରେ ବୋଝ ଲଦି ଏକ ସ୍ଥାନରୁ ଅନ୍ଯ ସ୍ଥାନକୁ ନିଆ ଅଣା କରି ବ୍ଯବସାୟ କରୁଥିଲେ। ଏବେ ଏହା କ୍ରମଶଃ ଲୋପ ପାଉଅଛି।]