ଖାଡ଼ିଜାଲ Khāṟḍ̠ijāla
- ଦେ. ବି — ଲୁଗାର ଖିଅ ପରି ଓ ମଝିରେ ମଝିରେ ଦୁଇ ପାଖର ଧଡ଼ି କ୍ଷୁଦ୍ର କ୍ଷୁଦ୍ର କାଠି ଦ୍ୱାରା ବନ୍ଧା ଯାଇଥିବା ଏକ ପ୍ରକାର କ୍ଷୁଦ୍ର କମଚଉଡ଼ା ଅଥଚ ଲମ୍ବ ଜାଲ; କାଠିଜାଲ — A long and narrow fishing net in which small twigs are attached at intervals joining the two hems
- ଦେ. ବି — [ଦ୍ର— ଏହା ଦଶ ବାର ହାତ ଲମ୍ବ ଓ ଦୁଇ ତିନି ହାତ ଚଉଡ଼ା। ଦୁଇଜଣ ଲୋକ ଅକ୍ଳେଶରେ ଏହାର ଦୁଇ ମୁଣ୍ଡରେ ଖାଡ଼ିକୁ ଧରି ପାଣିରେ ଖିଅ ଦେବା ପରି ଚଳାଇପାରନ୍ତି। ଏଥିରେ ଅଳ୍ପ ପରିମାଣରେ ଛୋଟ ମାଛ ଧରାଯାଆନ୍ତି।]