ଖାଡ଼ିଗୁଣ୍ଡି Khāṟḍ̠iguṇḍi

  • ଦେ. ବି — ଧୂଆଁ ପତ୍ରରୁ ପତରଯାକ କାଢ଼ି ନେଇ କେବଳ ଡାଙ୍ଗକୁ ଛେଚି ଚୂନା କରି ତହିଁରେ ମସଲାଦି ମିଶାଇ ତିଆରି କରାଯିବା ଗୁଣ୍ଡି — Guṇḍi or tobacco-powder prepared by crushing the stems of tobacco leaves (after shearing the tobacco leaves altogether.)