ଖାଡ଼ିଆଶିଂଘା Khāṟḍ̠iāṡiṁghā

  • ଦେ. ବିଣ — ଯେଉଁ ବଳଦର ଶିଂଘମାନ କାଠି ପରି ସରୁ ଓ ସିଧା ହୋଇ ଉଠିଥାଏ — (a bullock) Having the horns rising straight from the root
  • ଦେ. ବିଣ — ଖାଡ଼ିଆଶିଂଘା ସବୁଠୁଁ ଟାଣ—କୃଷିବଚନ।