ଖାସ୍ବଜାର Khāsbajāra

  • ବୈଦେ. ବି. (ଫା. ଖାସ୍ବାଜାର୍) — ରାଜବାଟୀ ସଂଲଗ୍ନ ଯେଉଁ ବଜାରରୁ ରାଜାଙ୍କ ଆବଶ୍ୟକୀୟ ପଣ୍ୟଦ୍ରବ୍ୟମାନ ନିଆଯାଏ — A market adjoining a palace which supplies the articles for a Raja's use