ଖାସ୍ଖମାର Khāskhamāra

  • ଦେ. ବି. (ଫା. ଖାସ୍+ ଓ.ଖମାର) — ଜମିଦାର ଯେଉଁ ଜମି ପ୍ରଜାଙ୍କୁ ଚାଷ କରିବାକୁ ନ ଦେଇ ନିଜେ ଚାଷ କରନ୍ତି; ନିଜଚାଷ ଜମି; ନିଜଜୋତ — Proprietor's private lands