ଖାସକାମରା Khāskāmarā

  • ବୈଦେ. ବି. (ଫା. ଖାସ୍+ପର୍ଟୁଗୀଜ୍. କାମରା) — ଉଚ୍ଚ ରାଜକର୍ମଚାରୀଙ୍କର କଚେରୀସଂଲଗ୍ନ ସ୍ୱତନ୍ତ୍ର ଓ ନିର୍ଜନ ବିଶ୍ରାମଗୃହ — Recreation-room or rest-house of an officer adjoining the office-room