ଖାଳ୍ଖାଳେଈ Khāḻkhāḻeī
- ଦେ. ବିଣ. ସ୍ତ୍ରୀ — ଗପଡ଼ୀ (ସ୍ତ୍ରୀ) — Talkative (women); babbling
- ଦେ. ବିଣ. ସ୍ତ୍ରୀ — ଖଳଖଳେଈ; ଯେଉଁ ସ୍ତ୍ରୀ କୌଣସି ଗୁପ୍ତ କଥା ପେଟରେ ରଖି ପାରେ ନାହିଁ — (a women) Who cannot keep any secret
- ଦେ. ବିଣ. ସ୍ତ୍ରୀ — ଯେ ଅସମ୍ବନ୍ଧ ପ୍ରଳାପ କରେ — Raving (women)