ଖାଳେଇ Khāḻei
- ଦେ. ବି. (ସଂ. ଖାଳକ) — ଚଢ଼େଇଆ ବା କେଉଟମାନେ ପକ୍ଷୀ ବା ମାଛ ଧରି ଯେଉଁ ଆଧାରରେ ରଖନ୍ତି — Creel; big-bellied and small-mouthed basket for keeping fishes and birds after being caught (used by fisherman and bird catchers)
- ଦେ. ବି. (ସଂ. ଖାଳକ) — [ଦ୍ର—ଖାଳେଇକୁ କେଉଟମାନେ ପିଠିଆଡ଼େ ଝୁଲାଇ ଥାଆନ୍ତି; ଯାହା ମାଛ ଥାଆନ୍ତି, ତାହାକୁ ଅନ୍ଦାଜିରେ ପଛଆଡ଼େ ଥିବା ସେହି ଖାଳେଇକୁ ଲକ୍ଷ୍ୟ କରି ପକାଉଥାନ୍ତି।]