ଖାଲିହାତ Khālihāta

  • ଦେ. ବି (ଆ. ଖାଲୀ+ସଂ. ହସ୍ତ) — ନିରାଭରଣ ହସ୍ତ; ଖଡ଼ୁଆଦି ଅଳଙ୍କାରଶୂନ୍ୟ ହାତ; ରାଣ୍ଡହାତ — Hand having no bracelets or ornaments
  • ଦେ. ବି (ଆ. ଖାଲୀ+ସଂ. ହସ୍ତ) — ଧନ ନ ଥିବା ହାତ; ରିକ୍ତ ହସ୍ତ — Empty or penniless hand
  • ଦେ. ବି (ଆ. ଖାଲୀ+ସଂ. ହସ୍ତ) — କାମରେ ଲାଗି ନ ଥିବା ହାତ; କର୍ମଶୂନ୍ଯ ହାତ — Hand having no employment
  • ଦେ. ବି (ଆ. ଖାଲୀ+ସଂ. ହସ୍ତ) — କର୍ମଶୂନ୍ଯତା — Unemployment
  • ଦେ. ବି (ଆ. ଖାଲୀ+ସଂ. ହସ୍ତ) — ନିର୍ନ୍ଧନ ଅବସ୍ଥା — Penniless condition
  • ଦେ. ବି (ଆ. ଖାଲୀ+ସଂ. ହସ୍ତ) — ଅସ୍ତ୍ରଶସ୍ତ୍ରହୀନ ହସ୍ତ — Unarmed hard
  • ଦେ. ବି (ଆ. ଖାଲୀ+ସଂ. ହସ୍ତ) — ଅସ୍ତ୍ରଶସ୍ତ୍ରହୀନ ଅବସ୍ଥା — Unarmed condition
  • ଦେ. ବିଣ — ନିର୍ଦ୍ଧନ — Penniless
  • ଦେ. ବିଣ — ରିକ୍ତହସ୍ତ — Empty-handed
  • ଦେ. ବିଣ — ନିରାଭରଣ — Devoid of ornaments
  • ଦେ. ବିଣ — କର୍ମ ବା ବ୍ଯବସାୟଶୂନ୍ଯ — Unemployed