ଖାର୍ଖୁକ୍ଡ଼ା Khārkhukṟḍ̠ā

  • ପ୍ରାଦେ. (ସମ୍ବଲପୁର) ବିଣ — ଅକିଞ୍ଚନ — Insignificant
  • ପ୍ରାଦେ. (ସମ୍ବଲପୁର) ବିଣ — ଅଭେକା; ଅତି ଗରିବ — Destitute