ଖାରିଜମି Khārijami

  • ଦେ. ବି. (ସଂ. କ୍ଷାର+ଫା. ଜମୀନ୍) — ଖାରମାଟିଯୁକ୍ତ ଜମି — A field of saline soil
  • ପ୍ରାଦେ. (ସମ୍ବଲପୁର) ବି — ଗାଆଁର ଧୋଓରା ଜମି; ଯେଉଁ ଜମିରେ ଗାଆଁର ଧୋଓରା ପାଣି ଗଡ଼ିଯାଇ ଜମେ — The land into which all the rain-water of a village is drained