ଖାରିକ Khārika

  • ସଂ. ବିଣ. (ଖାର+ଇକ) — ଏକ ଖାରପରିମିତ (ଶସ୍ୟ) — (corn) Measuring three bushels
  • ସଂ. ବିଣ. (ଖାର+ଇକ) — ଏକ ଖାର ପରିମିତ ଶସ୍ୟ ବୁଣା ଯାଇଥିବା (କ୍ଷେତ୍ର) — (field) Sown with 3 bushels of grain