ଖାରୀ Khārī
- ସଂ. ବି. (ଖନ୍ ଧାତୁ=ଖୋଳିବା+ସଂଜ୍ଞାର୍ଥେ. ଅର+ସ୍ତ୍ରୀ. ଈ) — ଶସ୍ୟାଦି ମାପିବାର ପରିମାଣ ବା ପାତ୍ରବିଶେଷ ବା (ମତାନ୍ତରରେ) 4 ଆଢ଼କ ପରିମାଣ — ଶସ୍ୟାଦି ମାପିବାର ପରିମାଣ ବା ପାତ୍ରବିଶେଷ ବା (ମତାନ୍ତରରେ)4ଆଢ଼କ ପରିମାଣ— . A grain-measure equal to three bushels (Ganguly)
- ସଂ. ବି. (ଖନ୍ ଧାତୁ=ଖୋଳିବା+ସଂଜ୍ଞାର୍ଥେ. ଅର+ସ୍ତ୍ରୀ. ଈ) — କ୍ଷତର ଦାଗ — A scar