ଖାରଭୁଇଁ Khārabhūiñ

  • ଦେ. ବି. (ସଂ. ଖାରଭୂମି) — ଖାରିମାଟି; ଲୁଣିମାଟି — Saline soil; Rhe-soil
  • ଦେ. ବି. (ସଂ. ଖାରଭୂମି) — [ଦ୍ର—ଖାରଭୂଇଁରେ ଗଛ ଉଧାଏ ନାହିଁ।]
  • ଦେ. ବିଣ — ଅନୁର୍ବର — Unproductive; unfertile
  • ଦେ. ବିଣ — ତୁଚ୍ଛ; ବ୍ୟର୍ଥ — Of no avail or value; valueless; worthless
  • ଦେ. ବିଣ — ଧର୍ମ ନକଲା ହସ୍ତ ଅଟଇ ଖାରଭୂଇଁ। ପୀତାମ୍ବର. ନୃସିଂହପୁରାଣ।