ଖାରଜ Khāraja
- ବୈଦେ. ବି. (ଆ. ଖାରଜ୍=ବହିଷ୍କୃତ; ପୃଥକ୍କୃତ) — ତାଲିକାରୁ ନାମ କାଟି ଦେବା; ନାମକର୍ତ୍ତନ — Striking off of a name from a list
- ବୈଦେ. ବି. (ଆ. ଖାରଜ୍=ବହିଷ୍କୃତ; ପୃଥକ୍କୃତ) — ବହିଷ୍କରଣ — Exclusion; expulsion
- ବୈଦେ. ବି. (ଆ. ଖାରଜ୍=ବହିଷ୍କୃତ; ପୃଥକ୍କୃତ) — ରଦ୍ କରିବା — Setting aside
- ବୈଦେ. ବି. (ଆ. ଖାରଜ୍=ବହିଷ୍କୃତ; ପୃଥକ୍କୃତ) — ଅଧିକାରଚ୍ୟୁତି ବା କର୍ମଚ୍ୟୁତି; ବରଖାସ୍ତି — Dismissal or discharge from a post or service
- ବୈଦେ. ବି. (ଆ. ଖାରଜ୍=ବହିଷ୍କୃତ; ପୃଥକ୍କୃତ) — ଲୋପ — Abolition; disappearance
- ବୈଦେ. ବି. (ଆ. ଖାରଜ୍=ବହିଷ୍କୃତ; ପୃଥକ୍କୃତ) — (କଚିରିଆ ବ୍ଯବହାର) ପକ୍ଷର ଅନୁପସ୍ଥିତି ବା ଅନ୍ଯ ପ୍ରାଥମିକ ଦୋଷରୁ ବିଚାର ହେବା ପୂର୍ବରୁ ମକଦ୍ଦମା ଡିସ୍ମିସ୍ କରାଯିବା — (Court language) Dismissal of a case for default or some Preliminary defect
- ବିଣ — (ନାମ) କର୍ତ୍ତତ — Struck off from the roll
- ବିଣ — ଲୁପ୍ତ — Abolished; dropped
- ବିଣ — ରଦ୍ କରାଯାଇଥିବା — Set aside
- ବିଣ — କାର୍ଯ୍ୟରୁ ବରଖାସ୍ତ କରାଯାଇଥିବା; କର୍ମରୁ ଅପସାରିତ — Dismised from service
- ବିଣ — ବହିଷ୍କୃତ; ତାଡ଼ିତ — Driven out; expelled
- ବିଣ — (କଚିରିଆ ବ୍ଯବହାର) ଶୁଣାଣି ବା ବିଚାର ପୂର୍ବରୁ ପକ୍ଷର ଗରହାଜିରିରୁ ବା କୌଣସି ପ୍ରାଥମିକ ଦୋଷରୁ ତାଲିକାରୁ କଟାଯିବା (ମକଦ୍ଦମା) — (Court language) (case) Struck off the list for default or for some preliminary defect before a regular trial or hearing