ଖାମ୍ଖିଆଲ୍ Khāmkhiāl
- ବୈଦେ. ବି. (ଫା. ଖାମ୍=ଅପରିପୁଷ୍ଟ+ଖ୍ୟାଲ୍= ଧ୍ୟାନ; କଳ୍ପନା) — ଅବ୍ଯବସ୍ଥିତଚିତ୍ତଜନିତ ମନୋଭାବ; ମନମର୍ଜି; ମନଇଚ୍ଛା — Whim
- ବୈଦେ. ବି. (ଫା. ଖାମ୍=ଅପରିପୁଷ୍ଟ+ଖ୍ୟାଲ୍= ଧ୍ୟାନ; କଳ୍ପନା) — ଚିତ୍ତର ଅସ୍ଥିରତା; ମାନସିକ ଚପଳତା; ମତର ଅସ୍ଥିରତା — Caprice; fickleness of mind
- ବୈଦେ. ବି. (ଫା. ଖାମ୍=ଅପରିପୁଷ୍ଟ+ଖ୍ୟାଲ୍= ଧ୍ୟାନ; କଳ୍ପନା) — ଅସାର କଳ୍ପନା — Bulding of castles in the air
- ବିଣ — ଅବ୍ଯବସ୍ଥିତଚିତ୍ତ — Whimsical; capricious
- ବିଣ — ଚପଳମନା — Fickle-minded