ଖାବିଜାବି Khābijābi

  • ପ୍ରାଦେ. (ଗଡ଼ଜାତ) ବିଣ — ସାଧାରଣ; ସେତେ ଜାକ୍ଜମକ୍ରୂପେ ନୁହେ — Ordinary; rough
  • ପ୍ରାଦେ. (ଗଡ଼ଜାତ) ବିଣ — ଶୁଣିବାକୁ ପାଉଅଛୁ ଏଥର (ତିଗିରିଆରେ ଚମ୍ପକଦ୍ୱାଦଶୀ) ଯାତ୍ରାଟି ଖାବିଜାବି ରୂପେ ନ ହୋଇ ସୁନ୍ଦର ଡିଲଡ଼ଉଲରେ ମାତି ଉଠିଥିଲା— ଗଡ଼ଜାତବାସିନୀ। 22 । 6 । 29 । — ଶୁଣିବାକୁ ପାଉଅଛୁ ଏଥର (ତିଗିରିଆରେ ଚମ୍ପକଦ୍ୱାଦଶୀ) ଯାତ୍ରାଟି ଖାବିଜାବି ରୂପେ ନ ହୋଇ ସୁନ୍ଦର ଡିଲଡ଼ଉଲରେ ମାତି ଉଠିଥିଲା— ଗଡ଼ଜାତବାସିନୀ22629