ଖାବଳ ମାରିବା Khābaḻa māribā

  • ଦେ. କ୍ରି — ଦୁଇ ବସ୍ତୁର ଫାଙ୍କ ମଧ୍ୟରେ ଖଣ୍ଡିଏ କାଠ ଗୁଞ୍ଜିଦେବା — To thrust a wedge between two things
  • ଦେ. କ୍ରି — ବାବୁ ଇଂରାଜୀ ବୁଝନ୍ତି ନାହିଁ; ସାହେବ ବି ଓଡ଼ିଆ ବୁଝେ ନାହିଁ X X X ମଝିରେ ଦୋଭାକୀ ଖାବଳେ ମାରିଦିଏ— ଫକୀରମୋହନ. ଗଳ୍ପସ୍ୱଳ୍ପ।