ଖାପଡ଼୍ ଖାଇ ଖଣ୍ଡା Khāpaṟḍ̠khāi khaṇdā
- ଦେ. ବି — ଯୁଦ୍ଧ କଲାବେଳେ ଯେଉଁ ଖଣ୍ଡାର ଅଗ ଅଧକ ଭାଙ୍ଗି ଯାଇ ବାକି ଅଧକ ଯୋଦ୍ଧାର ହାତରେ ଥାଏ — A sword broken half-way during a fight and the hilt-half of which remains in the hand of the fighter
- ଦେ. ବି — ଖାପଡ଼ାଖାଇ ଖଣ୍ଡା ଖଣ୍ଡେ ଧରି କରେ ଚାଣ୍ଡେ ବାହାରିଲେ ଗର୍ଜିଣ ରାଗରେ—ସାରଳା. ମହାଭାରତ।