ଖାପିବା Khāpibā
- ଦେ. କ୍ରି — ଖପିବା (ଦେଖ) — Khapibā (See)
- ଦେ. କ୍ରି — ଖପିବାର ପ୍ରୟୋଜକ ରୂପ — The causative from of Kbapibā
- ପ୍ରାଦେ. (ସମ୍ବଲପୁର) କ୍ରି — ଢାପିବା (ଦେଖ) — Dhāpibā (See)
- ପ୍ରାଦେ. (ସମ୍ବଲପୁର) କ୍ରି — ଖାପ କରିବା; ସାଲ କରିବା — To make a groove
- ପ୍ରାଦେ. (ସମ୍ବଲପୁର) କ୍ରି — ଖାପ ଖାଇବା (ଦେଖ) — Khāpa Khāibā (See)