ଖାପ ଖାଇବା Khāpa khāibā

  • ଦେ. କ୍ରି — ସମ୍ପୂର୍ଣ୍ଣରୂପେ ମେଳ ହେବା — To closely fit in; to coincide; to correspond; to tally
  • ଦେ. କ୍ରି — ଉପଯୋଗୀ ହେବା — To befit