ଖାନ୍କୀ Khān-kī

  • ବୈଦେ. ବି. (ଫା. ଖାନ୍ଗୀ) — ତୁଚ୍ଛ ବେଶ୍ୟା; ଯେଉଁ ସ୍ତ୍ରୀର ବେଶ୍ୟାବୃତ୍ତିହିଁ ଏକମାତ୍ର ଅବଲମ୍ବନ — A low class of prostitutes
  • ବୈଦେ. ବି. (ଫା. ଖାନ୍ଗୀ) — (ଗାଳି) ଦୁଶ୍ଚରିତ୍ରା ସ୍ତ୍ରୀ — (a term of abuse) Immoral or corrupt women