ଖାନାତଲାସି Khānātalāsi
- ବୈଦେ. ବି (ଫା. ଖାନାତଲାସୀ) — ରାଜାଦେଶରେ ସନ୍ଦେହ— ଯୁକ୍ତ ବ୍ଯକ୍ତିର ଘର ରାଜକର୍ମଚାରୀ ବା ପୁଲିସଙ୍କ
- ବୈଦେ. ବି (ଫା. ଖାନାତଲାସୀ) — ଦ୍ୱାରା ତଦାରଖ ବା ଖୋଜାଖୋଜି — House-search by the police or by a public servent
- ବୈଦେ. ବି (ଫା. ଖାନାତଲାସୀ) — ପ୍ରଥମେ ସ୍ତ୍ରୀମାନଙ୍କୁ ଏକତରଫ କରି ଦିଆଯାଇ ଘର ଖାନାତଲାସି ଆରମ୍ଭ ହେଲା। ଫକୀରମୋହନ. ଛମାଣଆଠଗୁଣ୍ଠ।