ଖାନାଜଙ୍ଗୀ Khānājaṇgī

  • ବୈଦେ. ବି (ଫା) — ଦୁଇଜଣଙ୍କ ମଧ୍ୟରେ ଲଢ଼େଇ — Duel
  • ବୈଦେ. ବି (ଫା) — ପରସ୍ପର ଝଗଡ଼ା — Mutual quarrel
  • ବୈଦେ. ବି (ଫା) — ଯୁଦ୍ଧ — Fight; battle
  • ବୈଦେ. ବି (ଫା) — ଭାରତୀଙ୍କର ସାର ଭଣ୍ଡାର, ଲୁଣ୍ଠନ ଖାନାଜଙ୍ଗୀ—କବିସୂର୍ଯ୍ୟ. ରତ୍ନାକରଚମ୍ପୂ।