ଖାନାଖରାପ୍ Khānākharāp

  • ବୈଦେ. ବିଣ (ଫା—ଖାନାଖରାବ୍=ସର୍ବନାଶକାରୀ, ଧ୍ୱଂସକାରୀ ଓ ଖାନାଖରାବୀ=ସର୍ବନାଶ, ବିଧ୍ୱଂସ) — ସମୂଳେ ନଷ୍ଟ; ବିଧ୍ୱସ୍ତ — Ruined; devastated
  • ବି. — ସର୍ବନାଶ; ସମୂଳ ବିନାଶ — Devastation